ଭୁବନେଶ୍ବର:ବିଳମ୍ବରେ ଛାଡିଲା ରାଜଧାନୀ ଏକ୍ସପ୍ରେସ । ସକାଳ ୯ଟା ୩୦ ପରିବର୍ତ୍ତେ ଆଜି ଦିନ ୧୧ ଟାରେ ଦିଲ୍ଲୀ ଅଭିମୁଖେ ବାହାରିଛି । ଦେଢ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରରୁ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଷ୍ଟେସନ ଛାଡିଛି ।
ବିଳମ୍ବରେ ଛାଡିଲା ରାଜଧାନୀ ଏକ୍ସପ୍ରେସ - ବିଳମ୍ବରେ ଛାଡିଲା ରାଜଧାନୀ ଏକ୍ସପ୍ରେସ
ବିଳମ୍ବରେ ଛାଡିଲା ରାଜଧାନୀ ଏକ୍ସପ୍ରେସ । ସକାଳ ୯ଟା ୩୦ ପରିବର୍ତ୍ତେ ଆଜି ଦିନ ୧୧ ଟାରେ ଦିଲ୍ଲୀ ଅଭିମୁଖେ ବାହାରିଛି । ଅଧିକ ପଢନ୍ତୁ
ବିଳମ୍ବରେ ଛାଡିଲା ରାଜଧାନୀ ଏକ୍ସପ୍ରେସ
ପ୍ରତିଦିନ ସକାଳ ୯ଟା ୩୦ରେ ଷ୍ଟେସନରୁ ବାହାରିଥାଏ ରାଜଧାନୀ ଏକ୍ସପ୍ରେସ । ସଂଯୋଗକାରୀ ଟ୍ରେନ୍ ବିଳମ୍ବରେ ପହଞ୍ଚିବାରୁ ଆଜି ଟ୍ରେନ ଛାଡିବାରେ ବିଳମ୍ବ ହୋଇଥିଲା । ଏନେଇ ରେଳ ବିଭାଗ ନିଷ୍ପତ୍ତି ନେଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ