ଓଡିଶା

odisha

By

Published : Dec 6, 2021, 10:56 AM IST

ETV Bharat / city

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୦୫ ଆକ୍ରାନ୍ତ

ତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୦୫ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୧୯ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା । ଅଧିକ ପଢନ୍ତୁ

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୦୫ ଆକ୍ରାନ୍ତ
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୦୫ ଆକ୍ରାନ୍ତ

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ ( Odisha Corona Report) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୦୫ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୧୯ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୬୨ଜଣ କ୍ବାରେଣ୍ଟାଇନ ଏବଂ ୪୩ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୩, ବାଲେଶ୍ବରରୁ ୧, ବରଗଡରୁ ୨, ଭଦ୍ରକରୁ ୧, କଟକରୁ ୪, ଗଞ୍ଜାମରୁ ୪, ଯାଜପୁରରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୫, ମୟୂରଭଞ୍ଜରୁ ୧୦, ନୟାଗଡରୁ ୨, ସମ୍ବଲପୁରରୁ୨, ସୁନ୍ଦରଗଡରୁ ୧ ଓ ଷ୍ଟେଟ ପୋଲରୁ ୧୨ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୩୫୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details