ଭୁବନେଶ୍ବର: ଆଜି(ଶୁକ୍ରବାର) ପୁରୀ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମା ଭାରତୀ। ସକାଳ 9 ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ପୁରୀ ଗସ୍ତରେ ଯିବା ନେଇ ସୂଚନା ମିଳିଛି। ପୁରୀରେ 10.30 ରେ ପହଞ୍ଚି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ପୁରୀ ଆସିବେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ - bhubaneswar
ଆଜି(ଶୁକ୍ରବାର) ପୁରୀ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମା ଭାରତୀ। ପୁରୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।
![ପୁରୀ ଆସିବେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ](https://etvbharatimages.akamaized.net/etvbharat/images/768-512-2828291-676-c499b960-ac9b-4b5e-89f0-168ac1f57f73.jpg)
ଫାଇଲ ଫଟୋ
ସୂଚନା ଥାଉକି, ପୁରୀ ଲୋକସଭାରୁ ଚଳିତ ବର୍ଷ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ନିର୍ବାଚନ ଲଢୁଛନ୍ତି।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ
Last Updated : Mar 29, 2019, 6:55 PM IST