ଭୁବନେଶ୍ବର: ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3714ଜଣ । ଏପଟେ ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ସୁସ୍ଥ ପାର ହୋଇଥିବାବେଳେ ଆଜି 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 744 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 375, ବରଗଡରେ 397, ଯାଜପୁରରେ 242, ପୁରୀରେ 201, ମୟୂରଭଞ୍ଜରେ 152, ଝାରସୁଗୁଡ଼ାରେ 117, ବାଲେଶ୍ୱରରେ 115, କୋରାପୁଟରେ 115 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି କନ୍ଧମାଳରେ 100, ଜଗତସିଂହପୁରରେ 93, ଗଞ୍ଜାମରେ 92, କେନ୍ଦ୍ରାପଡାରେ 88, ସୋନପୁରରେ 84, ସୁନ୍ଦରଗଡ଼ରେ 84, ବଲାଙ୍ଗୀରରେ 75, ଅନୁଗୁଳରେ 72, ସମ୍ବଲପୁରରେ 71, ନୟାଗଡରେ 70, କେନ୍ଦୁଝରରେ 60, ନବରଙ୍ଗପୁରରେ 59, ନୂଆପଡାରେ 53, କଳାହାଣ୍ଡିରେ 48, ଦେଓଗଡରେ 43, ଗଜପତିରେ 38, ଭଦ୍ରକରେ 34, ଢେଙ୍କାନାଳରେ 34, ମାଲକାନଗିରିରେ 22, ବୌଦ୍ଧରେ 19, ରାୟଗଡାରେ 17 ଆରୋଗ୍ୟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 125738 ।
ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 3714, ଖୋର୍ଦ୍ଧାରୁ ସର୍ବାଧିକ - କୋରୋନା ଆରୋଗ୍ୟ
ଗୋଟିଏ ଦିନରେ ରାଜ୍ୟରେ 3714 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ।
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3714ଜଣ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ବରରୁ ବିକାଶ ଦାସ, ଇଟିିଭି ଭାରତ