ଓଡିଶା

odisha

ETV Bharat / city

ଗୋଟିଏ ଦିନରେ ଆରୋଗ୍ୟ ହେଲେ 3303

ରାଜ୍ୟରେ ବୁଧବାର ଆରୋଗ୍ୟ ହେଲେ 3303 । ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 84 ହଜାର ପାର ହୋଇଛି । ଅଧିକ ପଢନ୍ତୁ..

ଗୋଟିଏ ଦିନରେ ଆରୋଗ୍ୟ ହେଲେ 3303
ଗୋଟିଏ ଦିନରେ ଆରୋଗ୍ୟ ହେଲେ 3303

By

Published : Sep 2, 2020, 8:25 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3303 ଜଣ ଆରୋଗ୍ୟ ହୋଇଛନ୍ତି। ଯାହା ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 84 ହଜାର 073 ରେ ପହଁଚିଛି। 30 ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ କଟକ ଜିଲ୍ଲାରେ 650, ଖୋର୍ଦ୍ଧାରେ 493, ଯାଜପୁରରେ 213, ଗଂଜାମରେ 209, ରାୟଗଡାରେ 185, ସମ୍ବଲପୁର ରେ 172 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କୋରାପୁଟ ରେ 149, ପୁରୀରେ 128, ନୟାଗଡ ରେ 125, ମୟୁରଭଞ୍ଜ ରେ 104, କେନ୍ଦୁଝର ରେ 90, ସୁନ୍ଦରଗଡ ର 87, ଅନୁଗୁଳରେ 80, ବାଲେଶ୍ୱରରେ 79, ମାଲକାନଗିରି ରେ 76, କନ୍ଧମାଳ ରେ 55, ଭଦ୍ରକ 49, ଜଗତସିଂହପୁର ରେ 49 ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ବଲାଙ୍ଗୀରରେ 47, ଗଜପତି ରେ 37, ବରଗଡ ରେ 35, ନୂଆପଡା ରେ 35, ନବରଙ୍ଗପୁର ରେ 34, କେନ୍ଦ୍ରାପଡାରେ 30, ସୋନପୁରରେ 25, କଳାହାଣ୍ଡିରେ 14, ଝରସୁଗୁଡ଼ା ରେ 13, ଓ ଦେଓଗଡ ରେ 8 ଜଣ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ 84073 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।



ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details