ଓଡିଶା

odisha

ETV Bharat / city

ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ଘଟଣା: କଂଗ୍ରେସ ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ

ତିର୍ତ୍ତୋଲ ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ। ଅଧିକ ପଢନ୍ତୁ...

By

Published : Oct 15, 2020, 10:31 AM IST

କଟକରେ ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ଘଟଣା: କଂଗ୍ରେସ ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ
କଟକରେ ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ଘଟଣା: କଂଗ୍ରେସ ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ

ଭୁବନେଶ୍ବର: କଟକ ଠାରେ ହୋଇଥିବା ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ଘଟଣାରେ ଅନୁଧ୍ୟାନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର ଓ ନିଶିକାନ୍ତ ମିଶ୍ର ରହିଛନ୍ତି।

କଟକରେ ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ଘଟଣା: କଂଗ୍ରେସ ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ

କମିଟି ଖୁବ ଶୀଘ୍ର ଘଟଣାସ୍ଥଳ ଗସ୍ତ କରି ତଥ୍ୟ ଅନୁଧ୍ୟାନ କରିବ ଓ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details