ଓଡିଶା

odisha

ETV Bharat / city

ବାଘଛାଲ ବିକ୍ରିବେଳେ ମାଡ଼ିବସିଲା ବନବିଭାଗ - ବାଘଛାଲ ବିକ୍ରି

ବାଘ ଛାଲ ବିକ୍ରି ବେଳେ ମାଡିବସିଲା ବନବିଭାଗ । ଚଢ଼ାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରି ପଚରା ଉଚରା କରୁଛି ବନ ବିଭାଗ । ଅଧିକ ପଢ଼ନ୍ତୁ

ବାଘଛାଲ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ
ବାଘଛାଲ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ

By

Published : Apr 10, 2022, 10:46 PM IST

ଭୁବନେଶ୍ବର : ବାଘ ଛାଲ ବିକ୍ରି ବେଳେ ମାଡିବସିଲା ବନବିଭାଗ । ଚଢ଼ାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଦାବେରି ଗାଁର ବିପିନ ନାୟକ ।

ବାଘଛାଲ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ

ମିଳିଥିବା ସୂଚନା ପ୍ରକାରେ ଆଜି (ରବିବାର) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଦାବେରି ଗାଁର ବାଘ ଛାଲ ଡିଲ ଚାଲିଥିବା ନେଇ ସୂଚନା ପାଇଥିଲା ବନ ବିଭାଗ । ପରେ ଏସଟିଏଫ ସହ ବନବିଭାଗ ମିଳିତ ଚଢ଼ାଉ କରିଥିଲେ । ତେବେ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ବନ ବିଭାଗ ।

ତେବେ ୨୦୨୦ରୁ ଏଯାବତ ୨୭ବାଘ ଛାଲ ସହ ୧୫ ହାତୀ ଦାନ୍ତ ଓ ୭ ହରିଣ ଛାଲ ଜବତ କରିଛି ଏସଟିଏଫ୍ ଟିମ । ସେହିପରି ୧୨ଟି ଜୀବନ୍ତ ବଜ୍ରକାପ୍ତା ଜବତ ହେଇଥିବା ବେଳେ ୬୪ଟି ବନ୍ୟପ୍ରାଣୀ ଅଭିଯୁକ୍ତଙ୍କୁ ଧରିଛି ଏସଟିଏଫ୍ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details