ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ତାତିରୁ ମିଳିବ ଆଶ୍ବସ୍ଥି, ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ ଘୁର୍ଣ୍ଣିଝଡ଼ ସମ୍ଭାବନା । ଆସନ୍ତା ୨,୩ ଦିନ ମଧ୍ୟରେ ଉପକୂଳ ଓଡିଶାରେ ତାପମାତ୍ରା ୨,୩ ଡିଗ୍ରୀ କମିବା ସମ୍ଭାବନା ଅଛି । ଅଧିକ ପଢନ୍ତୁ...
![ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ thunderstoms-in-various-districts](https://etvbharatimages.akamaized.net/etvbharat/prod-images/768-512-11583900-thumbnail-3x2-kk.jpg)
ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ଥି, ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ ଘୁର୍ଣ୍ଣିଝଡ଼ ସମ୍ଭାବନା । ଆସନ୍ତା ୨,୩ ଦିନ ମଧ୍ୟରେ ଉପକୂଳ ଓଡିଶାରେ ତାପମାତ୍ରା ୨, ୩ ଡିଗ୍ରୀ କମିବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ମଧ୍ୟ ତାପମାତ୍ରା କମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ