ଓଡିଶା

odisha

ETV Bharat / city

ଏବର୍ଷ ବିଳମ୍ବରେ ଓଡିଶା ପ୍ରବେଶ କରିବ ମୌସୁମୀ - ମୌସୁମୀ ଖବର

ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ବର୍ଷା ସାଧାରଣ ହେବ । ଅଧିକ ପଢନ୍ତୁ...

ଏବର୍ଷ ବିଳମ୍ବରେ ଓଡିଶା ପ୍ରବେଶ କରିବ ମୌସୁମୀ
ଏବର୍ଷ ବିଳମ୍ବରେ ଓଡିଶା ପ୍ରବେଶ କରିବ ମୌସୁମୀ

By

Published : Apr 15, 2020, 8:28 PM IST

ଭୁବନେଶ୍ବର: ଆଗକୁ ଆସୁଛି ବର୍ଷା ଋତୁ । ତେବେ ଏବର୍ଷ ମୌସୁମୀ ଡେରିରେ ଛୁଇଁବ ଓଡିଶା । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ।

ଏବର୍ଷ ବିଳମ୍ବରେ ଓଡିଶା ପ୍ରବେଶ କରିବ ମୌସୁମୀ

ତେବେ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ବର୍ଷା ସାଧାରଣ ହେବ । ରାଜ୍ୟକୁ ମୌସୁମୀ ୩ରୁ ୪ ଦିନ ବିଳମ୍ବରେ ଆସିବ ।

ଏବର୍ଷ ବିଳମ୍ବରେ ଓଡିଶା ପ୍ରବେଶ କରିବ ମୌସୁମୀ

ଜୁନ ୧୩ ତାରିଖରେ ମୌସୁମୀ ଓଡିଶା ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତ ବର୍ଷ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି ।

ଏବର୍ଷ ବିଳମ୍ବରେ ଓଡିଶା ପ୍ରବେଶ କରିବ ମୌସୁମୀ

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details