ଓଡିଶା

odisha

ETV Bharat / city

ରାମ ଗୋପାଳ ବର୍ମାଙ୍କ ବିରୋଧରେ ଏତଲା ଦେଲା କିନ୍ନର ସଂଘ - Ram Gopal Varma

ସିନେମା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ତାଙ୍କୁ ଅପମାନିତ କରିଥିବା ଘଟଣାକୁ ନେଇ ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି କିନ୍ନର ସଙ୍ଘ । ଅଧିକ ପଢନ୍ତୁ

ରାମ ଗୋପାଳ ବର୍ମାଙ୍କ ବିରୋଧରେ ଏତଲା ଦେଲା କିନ୍ନର ସଂଘ
ରାମ ଗୋପାଳ ବର୍ମାଙ୍କ ବିରୋଧରେ ଏତଲା ଦେଲା କିନ୍ନର ସଂଘ

By

Published : Jun 30, 2022, 9:29 PM IST

ଭୁବନେଶ୍ବର: ସିନେମା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ତାଙ୍କୁ ଅପମାନିତ କରିଥିବା ଘଟଣାକୁ ନେଇ ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି କିନ୍ନର ସଙ୍ଘ । ତାହା ସହିତ କିନ୍ନର ସଙ୍ଘ ଚେତାବନି ଦେଇ କହିଛନ୍ତି ଯେ ପର୍ଯ୍ୟନ୍ତ ରାମ ଗୋପାଳ ବର୍ମାଙ୍କୁ ଗିରଫ କରାଯାଇନାହିଁ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।

ଏଭଳି ଟିପ୍ପଣୀ ଦେଇ ଓଡିଆର ସ୍ୱାଭିମାନକୁ ନଷ୍ଟ କରାନଯାଉ ବୋଲି କହିଛନ୍ତି କିନ୍ନର ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details