ଓଡିଶା

odisha

ETV Bharat / city

ତୃତୀୟ ସାମୁଖ୍ୟ ନେଇ ବିଜେଡି କରି ନାହିଁ କୌଣସି ସମିକରଣ: ବିଧାୟକ - ତୃତୀୟ ସାମୁଖ୍ୟ ନେଇ ବିଜେଡି କରି ନାହିଁ କୌଣସି ସମିକରଣ

2024 ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିର ଦୃଶ୍ୟପଟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅଣ ବିଜେପି ଶାସିତ ଦଳକୁ ନେଇ ତୃତୀୟ ସମ୍ମୁଖ୍ୟ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଗତ କିଛିଦିନ ହେଲା ଅଣ ବିଜେପି ଶାସିତ ମୁଖ୍ୟଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ଭେଟୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଅଧିକ ପଢନ୍ତୁ

ବିଧାୟକବିଧାୟକ
ବିଧାୟକବିଧାୟକ

By

Published : May 23, 2022, 10:21 PM IST

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିର ଦୃଶ୍ୟପଟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅଣ ବିଜେପି ଶାସିତ ଦଳକୁ ନେଇ ତୃତୀୟ ସମ୍ମୁଖ୍ୟ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଗତ କିଛିଦିନ ହେଲା ଅଣ ବିଜେପି ଶାସିତ ମୁଖ୍ୟଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ଭେଟୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ତୃତୀୟ ସମ୍ମୁଖ୍ୟ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ତୃତୀୟ ସାମୁଖ୍ୟ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେଲେ ପ୍ରତିକ୍ରିୟା ରଖିବ ଦଳ । ବିଜେଡି ଉପରେ ଲୋକ ଆସ୍ଥା ପ୍ରକଟ କରିଛନ୍ତି । ଲୋକଙ୍କ ସହ ଦଳ ରହିଛି । ରାଜନୀତି ଏକ ନିରନ୍ତର ପ୍ରକ୍ରିୟା । କେଉଁ ନେତା କାହାକୁ ଭେଟିବ ସେଥିରେ ସମସ୍ୟା ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details