ଭୁବନେଶ୍ବର: ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡକ। ଗ୍ରାମୀଣ ଅର୍ଥନୀତି ଭୁଶୁଡି ଗଲାଣି। ଦୁଗ୍ଧ ଚାଷୀ ହତାଶ ହେଲେଣି। ଓମ୍ଫେଡ଼ କ୍ଷୀର ନେଉନି। ତେଣୁ କୋରୋନା ଲାକଡାଉନ ପାଇଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି।
ଦୁଗ୍ଧ ଚାଷୀଙ୍କ ମୁଣ୍ଡରେ ଲକଡାଉନ ଚଡକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ - ଲକଡାଉନ ପ୍ରଭାବ
ଗ୍ରାମୀଣ ଅର୍ଥନୀତି ଭୁଶୁଡି ଗଲାଣି। ଦୁଗ୍ଧ ଚାଷୀ ହତାଶ ହେଲେଣି। ଓମ୍ଫେଡ଼ କ୍ଷୀର ନେଉନି। ତେଣୁ କରୋନା ଲାକଡାଉନ ପାଇଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଅଧିକ ଖବର ପଢନ୍ତୁ...

ଦୁଗ୍ଧ ଚାଷୀଙ୍କ ମୁଣ୍ଡରେ ଲକଡାଉନ ଚଡକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ଏଭଳି ସମୟରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଅନେକ ଚାଷୀ କ୍ଷୀର ରାସ୍ତାରେ ଢାଳୁଛନ୍ତି। ତେଣୁ ଏହି ଘଟଣାରେ ହସ୍ତକ୍ଷେପ କରି ବାଟ ବାହାର କରିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ