ଓଡିଶା

odisha

By

Published : Jun 13, 2021, 8:14 PM IST

ETV Bharat / city

ଆଜି ରାଜ୍ୟରେ ସୁସ୍ଥ ହେଲେ 7733 କୋରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ 7733 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କୋରୋନାରୁ ସମୁଦାୟ 7,96,799 ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହୋଇଛନ୍ତି 796799 ଜଣ
ରାଜ୍ୟରେ ସୁସ୍ଥ ହୋଇଛନ୍ତି 796799 ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ କୋରୋନାରୁ ସମୁଦାୟ ସୁସ୍ଥ ହେଲେ 7733 କୋରୋନା ଆକ୍ରାନ୍ତ । ଦେବଗଡରୁ 62, କନ୍ଧମାଳରୁ 49, ଗଜପତିରୁ 44, ନୂଆପଡାରୁ 31, ଷ୍ଟେଟ ପୁଲରୁ 188, ରାୟଗଡାରୁ 209, ଜଗତସିଂହପୁରରୁ 200, ନବରଙ୍ଗପୁରରୁ 196 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ହୋଇଛନ୍ତି 796799 ଜଣ

ସେହିପରି କେନ୍ଦ୍ରାପଡାରୁ 185, କୋରୋପୁଟରୁ 185, ବରଗଡରୁ 184, କେନ୍ଦୁଝର 172, କଳାହାଣ୍ଡିରୁ 166, ନୟାଗଡରୁ 151, ମାଲକାନଗିରିରୁ 123, ସମ୍ବଲପୁରରୁ 107, ଗଞ୍ଜାମରୁ 92, ବଲାଙ୍ଗୀରରୁ 81, ଝାରସୁଗୁଡାରୁ 80, ସୋନପୁରରୁ 63, ଖୋର୍ଦ୍ଧାରୁ 1203, କଟକରୁ 808, ଢେଙ୍କାନାଳରୁ 499, ବାଲେଶ୍ବରରୁ 393 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ହୋଇଛନ୍ତି 796799 ଜଣ

ସେହିପରି ମୟୂରଭଞ୍ଜରୁ 390, ଯାଜପୁରରୁ 386, ଅନୁଗୋଳରୁ 381, ପୁରୀରୁ 353, ଭଦ୍ରକରୁ 278, ସୁନ୍ଦରଗଡରୁ 265, ବୌଦ୍ଧରୁ 209 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନାରୁ ସମୁଦାୟ 7,96,799 ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details