ଭୁବନେଶ୍ବର: ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହୋଇଛନ୍ତି 905 ଜଣ। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 5ହଜାର 813 ରେ ପହଞ୍ଚିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତ 30 ଜିଲ୍ଲାରୁ ଥିବା ବେଳେ ସର୍ବାଧିକ 92 ଜଣ ସୁନ୍ଦରଗଡ ଜିଲ୍ଲାରୁ ଅଛନ୍ତି ।
ରାଜ୍ୟରେ ଆଜି ସୁସ୍ଥ 905 ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ - 905 cases today recovered in the state
ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହେଲେ 905 ଜଣ ଆକ୍ରାନ୍ତ । ପଢନ୍ତୁ ଅଧିକ.....

ରାଜ୍ୟରେ ଆଜି ସୁସ୍ଥ ହେଲେ 905 ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ
ସେହିପରି କେନ୍ଦୁଝରରେ 60, କଟକରେ 59, ମୟୁରଭଞ୍ଜରେ 49, ଖୋର୍ଦ୍ଧାରେ 48, ଜଗତସିଂହପୁରରେ 43, ସମ୍ବଲପୁରରେ 43, କଳାହାଣ୍ଡିରେ 41, ନୂଆପଡାରେ 40, ଅନୁଗୁଳ ରେ 39, ଯାଜପୁରରେ 39, କେନ୍ଦ୍ରାପଡାରେ 39, ପୁରୀରେ 39, ବୌଦ୍ଧରେ 32 , ବାଲେଶ୍ବରରେ 27, ବରଗଡରେ 27, ବଲାଙ୍ଗୀରରେ 26, ନୟାଗଡ ରେ 22, ଝରସୁଗୁଡ଼ାରେ 20, ଗଂଜାମରେ 17, ନବରଙ୍ଗପୁରରେ 14, ମାଲକାନଗିରିରେ 12, ଢେଙ୍କାନଲରେ 11, ଭଦ୍ରକରେ 10, କୋରାପୁଟରେ 10, କନ୍ଧମାଳରେ 9, ସୋନପୁରରେ 7, ଦେଓଗଡରେ 4, ଗଜପତିରେ 4, ରାୟଗଡ଼ା ରେ 2, ଷ୍ଟେଟପୋଲ ରେ 20 ଜଣ ସୁସ୍ଥ ହୋଇଥିବା ଜଣା ପଡିଛି ।
ଭୁବନେଶ୍ବରରୁ ବିକାସ ଦାସ, ଇଟିଭି ଭାରତ