ଭୁବନେଶ୍ବର: ଦରଦାମ ବୃଦ୍ଧି ନେଇ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ପେଟ୍ରୋଲ ଡିଜେଲ ଉପରେ ରାଜ୍ୟ ସରକାର 30 ଟଙ୍କା ଶୁଳ୍କ ନେଉଛନ୍ତି ।
ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରେ ନେଉଥିବା ଭାଟ୍ କମେଇଲେ ଓଡ଼ିଶାର ଅନ୍ୟ ଦରଦାମ କମିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକିବା ପାଇଁ ବ୍ୟବସ୍ଥା ନଥିବା ହେତୁ ଏଭଳି ସ୍ଥିତି ଉପୁଜୁଛି।