ଓଡିଶା

odisha

ETV Bharat / city

‘ରାଜ୍ୟ ବିକାଶରେ ବାଧକ ନିଜେ ରାଜ୍ୟ ସରକାର’ - ୃପଋଥିରାଜ ହରିଚନ୍ଦନଙ୍କ ମନ୍ତବ୍ୟ

ରାଜ୍ୟ ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର । କହିଲେ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ । ଅଧିକ ପଢନ୍ତୁ....

‘ ରାଜ୍ୟର ବିକାଶରେ ବାଧକ ନିଜେ ରାଜ୍ୟ ସରକାର ’
‘ ରାଜ୍ୟର ବିକାଶରେ ବାଧକ ନିଜେ ରାଜ୍ୟ ସରକାର ’

By

Published : Mar 7, 2021, 4:32 PM IST

ଭୁବନେଶ୍ବର: ରାଜ୍ୟ ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ମହିଳା ଓ ଶିଶୁ ଅତ୍ୟାଚାର ରାଜ୍ୟରେ ସର୍ବାଧିକ, ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି ।

‘ ରାଜ୍ୟର ବିକାଶରେ ବାଧକ ନିଜେ ରାଜ୍ୟ ସରକାର ’

ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟ ସହ ଆଲୋଚନା କରୁନାହାନ୍ତି ରାଜ୍ୟ ସରକାର। ଧାନ କିଣାରେ ଅନିୟମିତତା ପାଇଁ ଚାଷୀ କାନ୍ଦୁଛି। ପିପିଲି ଉପନିର୍ବାଚନ ,ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details