ଭୁବନେଶ୍ବର:କଟକ ସହରରେ କୋଭିଡ଼ ମୁକାବିଲା ଲାଗି ଅତିରିକ୍ତ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 15 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
କଟକ ମ୍ୟୁନିସିପାଲିଟି କର୍ପୋରେସନର କୋଭିଡ୍ ପରିଚାଳନା ପାଇଁ ଏହି 15 କୋଟି ଟଙ୍କା ଖର୍ଚ୍ଚ ହେବ । କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ତାଙ୍କ ରିଲିଫ ପାଣ୍ଠିରୁ 15 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।