ଓଡିଶା

odisha

ETV Bharat / city

ସଟଡାଉନରେ ଖୋଲା ରହିବ ଢାବା, ଜାରି ରହିବ ଧାନକିଣା

ରାଜ୍ୟରେ ସଟଡ଼ାଉନ ନିୟମକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଢାବା ଖୋଲିବା ସହ ଧାନ, ତୈଳ ବୀଜ, ବାଦାମ କିଣା ଚାଲୁ ରହିବ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି । ଅଧିକ ପଢନ୍ତୁ..

the-shed-will-be-open-in-sutdown-and-the-purchase-of-rice-will-continue
the-shed-will-be-open-in-sutdown-and-the-purchase-of-rice-will-continue

By

Published : Jun 12, 2020, 8:31 PM IST

ଭୁବନେଶ୍ବର: ସଟଡାଉନ ଓ ରାତି କର୍ଫ୍ୟୁ ନିର୍ଦେଶାବଳୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ରାସ୍ତା ପାର୍ଶ୍ବରେ ଥିବା ଢ଼ାବା ଖୋଲା ରହିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସଟଡାଉନରେ ଖୋଲା ରହିବ ଢାବା, ଜାରି ରହିବ ଧାନ କିଣା

ସେହିପରି ଧାନ, ତୈଳ ବୀଜ, ବାଦାମ କିଣା ଚାଲୁ ରହିବ। ଚାଉଳ ବଣ୍ଟନ ବି ଜାରି ରହିବ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details