ଭୁବନେଶ୍ବର: ସଟଡାଉନ ଓ ରାତି କର୍ଫ୍ୟୁ ନିର୍ଦେଶାବଳୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ରାସ୍ତା ପାର୍ଶ୍ବରେ ଥିବା ଢ଼ାବା ଖୋଲା ରହିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସଟଡାଉନରେ ଖୋଲା ରହିବ ଢାବା, ଜାରି ରହିବ ଧାନକିଣା - ସଟଡାଉନ
ରାଜ୍ୟରେ ସଟଡ଼ାଉନ ନିୟମକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଢାବା ଖୋଲିବା ସହ ଧାନ, ତୈଳ ବୀଜ, ବାଦାମ କିଣା ଚାଲୁ ରହିବ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି । ଅଧିକ ପଢନ୍ତୁ..
![ସଟଡାଉନରେ ଖୋଲା ରହିବ ଢାବା, ଜାରି ରହିବ ଧାନକିଣା the-shed-will-be-open-in-sutdown-and-the-purchase-of-rice-will-continue](https://etvbharatimages.akamaized.net/etvbharat/prod-images/768-512-7591444-thumbnail-3x2-odisha.jpg)
the-shed-will-be-open-in-sutdown-and-the-purchase-of-rice-will-continue
ସେହିପରି ଧାନ, ତୈଳ ବୀଜ, ବାଦାମ କିଣା ଚାଲୁ ରହିବ। ଚାଉଳ ବଣ୍ଟନ ବି ଜାରି ରହିବ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ