ଭୁବନେଶ୍ବର: କୋଭିଡ ସମୟରେ ପିପିଲି ଉପନିର୍ବାଚନ ପାଇଁ କିଭଳି କରାଯିବ ପ୍ରଚାର ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ଯେ, କୋଭିଡ୍ ସମୟରେ କିଭଳି ପ୍ରଚାର କରାଯିବ ଓ ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବେ ସେନେଇ ଦଳ ନିଷ୍ପତ୍ତି ନେବ । ଦଳ ଯେଉଁ ଭଳି ଭାବରେ ପ୍ରସ୍ତୁତି କରିଥିଲା ସେହିଭଳି ଭାବରେ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଲେଖାଶ୍ରୀ ।
କୋଭିଡ ନିୟମ ମାନି କିଭଳି ପ୍ରଚାର ହେବ ଦଳ ନିଷ୍ପତ୍ତି ନେବ: ଲେଖାଶ୍ରୀ - bjd rally
କୋଭିଡ ସମୟରେ ପିପିଲି ଉପନିର୍ବାଚନ ପାଇଁ ବିଜେପି କିଭଳି କରିବ ପ୍ରଚାର ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...
କୋଭିଡ ନିୟମ ମାନି କିଭଳି ପ୍ରଚାର ହେବ ଦଳ ନିଷ୍ପତ୍ତି ନେବ: ଲେଖାଶ୍ରୀ
ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ବିଜେଡି ପକ୍ଷରୁ ପିପିଲି ଉପନିର୍ବାଚନ କୌଣସି ନିର୍ବାଚନୀ ରାଲି କରାଯିବ ନାହିଁ ବୋଲି ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିଜର ନିର୍ବାଚନ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ