ଭୁବନେଶ୍ବର: ଅକ୍ସିଜେନ ସପ୍ଲାଏ ଉପରେ ପଡି ନଥିଲା ବାତ୍ୟା ୟସର ପ୍ରଭାବ। ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ବାତ୍ୟା ସମୟର ଗ୍ରୀନ କରିଡର ଜରିଆରେ ଅକ୍ସିଜେନ ସପ୍ଲାଏ କରିଥିଲା ଓଡିଶା ପୋଲିସ।
ଏହି କ୍ରମରେ ବୁଧବାର ଅନୁଗୋଳରୁ ହାଇଦ୍ରାବାଦ ଓ ବିଶାଖପାଟନମକୁ ୪ଟି ଅକ୍ସିଜନ ଟ୍ୟାଙ୍କର ସପ୍ଲାଏ କରାଯାଇଥିଲା। ସେହିପରି ଓଡିଶା ଭିତରେ ୨ଟି ଟ୍ୟାଙ୍କରକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା ।