ଓଡିଶା

odisha

ETV Bharat / city

ପଞ୍ଚାୟତର ଅସ୍ଥାୟୀ ମେଡିକାଲ ସେଣ୍ଟରର ହିସାବ ମାଗିଲେ ସରକାର

ପ୍ରବାସୀ ଓଡ଼ିଆଙ୍କ ଲାଗି ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ନିର୍ମାଣ କରିଥିଲେ ରାଜ୍ୟ ସରକାର। ଏବେ କେତେ ଖର୍ଚ୍ଚ କରିଛନ୍ତି ପଞ୍ଚାୟତ ପ୍ରତିନିଧି ତାହାର ହିସାବ ମାଗିଛନ୍ତି ସରକାର । ଅଧିକ ପଢନ୍ତୁ...

By

Published : Jun 13, 2020, 7:49 PM IST

temporary-medical-centers-in-the-panchayat
temporary-medical-centers-in-the-panchayat

ଭୁବନେଶ୍ବର:କୋରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ଲାଗି ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ ସେଣ୍ଟର ନିର୍ମାଣ କରିଥିଲେ ରାଜ୍ୟ ସରକାର। ଗତ ମେ’ ୩୧ ତାରିଖ ମଧ୍ୟରେ TMC ପରିଚାଳନାରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଛନ୍ତି ସରକାର।

ପଞ୍ଚାୟତର ଅସ୍ଥାୟୀ ମେଡିକାଲ ସେଣ୍ଟରର ହିସାବ ମାଗିଲେ ସରକାର

ସମସ୍ତ ଜିଲ୍ଲାପାଳ, PD, DRDA ଓ ବିଡିଓ ମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ। ଜୁନ୍ ୧୯ ତାରିଖ ମଧ୍ୟରେ ଖର୍ଚ୍ଚର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details