ଓଡିଶା

odisha

ETV Bharat / city

ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ - doctors house hanging dead body

ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ମୃତ ଯୁବତୀଙ୍କ ନାଁ ମମାଲି ଜେନା, ତାଙ୍କ ଘର ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳରେ । ଅଧିକ ପଢନ୍ତୁ...

ଝୁଲନ୍ତା ଅବସ୍ଥାରେ ଡାକ୍ତର ଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଝୁଲନ୍ତା ଅବସ୍ଥାରେ ଡାକ୍ତର ଘରୁ ମିଳିଲା ଯୁବତୀଙ୍କ ମୃତଦେହ

By

Published : Jun 3, 2021, 8:28 PM IST

ଭୁବନେଶ୍ବର: ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ମୃତ ଯୁବତୀଙ୍କ ନାଁ ମମାଲି ଜେନା, ତାଙ୍କ ଘର ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳରେ ।

ଝୁଲନ୍ତା ଅବସ୍ଥାରେ ଡାକ୍ତର ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଯୁବତୀ ଜଣଙ୍କ ଡାକ୍ତରଙ୍କ ଘରକୁ ନିତିଦିନ କାମ କରିବା ପାଇଁ ଆସନ୍ତି । ମୃତଦେହ ମିଳିବା ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ମା’ଙ୍କ ଅଭିଯୋଗ ଅନୁସାରେ କୁଲୁ ଦାସ ନାମକ ଜଣେ ଯୁବକ ଝିଅକୁ ପ୍ରେମ କରୁଥିଲେ । ତେବେ କାହିଁକି ଏପରି କଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତନାଘନା ଚଲାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details