ଓଡିଶା

odisha

ETV Bharat / city

ମାତିଲେ କାର କାଚଭଙ୍ଗା ଗ୍ୟାଙ୍ଗ, ବାଇକରେ ଆସି ଲୁଟି ନେଲେ ପର୍ସ

ରାଜଧାନୀରେ ମାତିଛନ୍ତି କାଚଭଙ୍ଗା ଗ୍ଯାଙ୍ଗ । କାର କାଚ ଭାଙ୍ଗି ଲୁଟ୍ । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ମାତିଲେ କାର କାଚଭଙ୍ଗା ଗ୍ଯାଙ୍ଗ, ବାଇକରେ ଆସି ଲୁଟିନେଲେ ପର୍ସ
ମାତିଲେ କାର କାଚଭଙ୍ଗା ଗ୍ଯାଙ୍ଗ, ବାଇକରେ ଆସି ଲୁଟିନେଲେ ପର୍ସ

By

Published : May 31, 2021, 10:50 PM IST

ଭୁବନେଶ୍ବର:ରାଜଧାନୀ ଉପକଣ୍ଠରେ କାର କାଚଭଙ୍ଗା ଗ୍ଯାଙ୍ଗର ଉତ୍ପାତ । ଜଣେ ବ୍ଯକ୍ତିଙ୍କ ସ୍ବିଫ୍ଟ କାର କାଚ ଭାଙ୍ଗି ଲୁଟିନେଲେ ପର୍ସ । ବାଲିପାଟଣା ଥାନା ତୁରିନ୍ତିରାରେ ଘଟିଛି ଏଭଳି ଏକ ଘଟଣା ।

ବାଇକରେ ଆସି ଦୁଇ ଦୁର୍ବୃତ୍ତ ଭିଆଇଛନ୍ତି ଏଭଳି ଘଟଣା । ପୂର୍ବରୁ ଏଭଳି ସମାନ ଢଙ୍ଗରେ ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ପୋଲିସ ସଦେହ କରୁଛି କି ସେହି ଗ୍ଯାଙ୍ଗର ସଦସ୍ୟ ଏହି ସମ୍ପୃକ୍ତ ଥାଇପାରନ୍ତି । ଏଭଳି ଲୁଟ ଉଦ୍ଯମ ଘଟଣାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details