ଓଡିଶା

odisha

By

Published : May 17, 2021, 3:41 PM IST

ETV Bharat / city

ଭୁବନେଶ୍ବର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ

ଆଜି ଠାରୁ ଭୁବନେଶ୍ବର ବିମାନବନ୍ଦରରେ କୋରୋନା ଟେଷ୍ଟିଂ ବାଧ୍ୟ୍ୟତାମୂଳକ । ଏ ନେଇ ବିଏମସି ପକ୍ଷକରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Testing mandatory for passengers at Bhubaneswar airport
ଭୁବନେଶ୍ବର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ

ଭୁବନେଶ୍ବର:ବଢ଼ୁଥିବା ସଂକ୍ରମଣକୁ ଚେକ୍ ଦେବା ପାଇଁ ବିଏମସିର ନୂଆ ପଦକ୍ଷେପ । ଏଣିକି ବିମାନବନ୍ଦରରେ ଯାତ୍ରୀଙ୍କ ଟେଷ୍ଟିଂ ହେବ ବାଧ୍ୟତାମୂଳକ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ରାଜ୍ୟ ବାହାରୁ ଆସିଲେ ବିମାନ ବନ୍ଦରରେ ନେଗେଟିଭ ରିପୋର୍ଟ ଦେଖିବାକୁ ପଡୁଥିଲା । ନହେଲେ ଦ୍ବିତାୟ ଡୋଜ୍ ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ ବିଏମସି ପକ୍ଷରୁ କୁହାଯାଇଥିଲା । ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ବିଏମସିର ୨ ଟି ଟିମ୍ । ସ୍ଥିତି ଅନୁଧ୍ୟାନ କରିବା ସହ ଟେଷ୍ଟିଂ ଲାଗି ବ୍ୟବସ୍ଥା କରିବ ଏହି ଟିମ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details