ଓଡିଶା

odisha

ETV Bharat / city

ହୋମ ଆଇସୋଲେସନ କୋରୋନା ରୋଗୀଙ୍କ ପାଇଁ ଟେଲିମେଡିସିନ୍ ସେବା ଆରମ୍ଭ - ଟେଲିମେଡିସିନ୍ ସେବା ଆରମ୍ଭ

ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ହୋମ ଆଇସୋଲେସନ କୋରୋନା ରୋଗୀଙ୍କ ପାଇଁ ଟେଲିମେଡିସିନ୍ ସେବା ଆରମ୍ଭ
ହୋମ ଆଇସୋଲେସନ କୋରୋନା ରୋଗୀଙ୍କ ପାଇଁ ଟେଲିମେଡିସିନ୍ ସେବା ଆରମ୍ଭ

By

Published : Apr 28, 2021, 7:45 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି।

ହୋମ ଆଇସୋଲେସନ କୋରୋନା ରୋଗୀଙ୍କ ପାଇଁ ଟେଲିମେଡିସିନ୍ ସେବା ଆରମ୍ଭ
ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା 8 ହଜାର ପାର ହୋଇଛି। ଏନେଇ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଥିବାବେଳେ ସେମାନଙ୍କୁ ଟେଲିମେଡିସିନ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, 7ଟି ମେଡିକାଲ୍ କଲେଜ, ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆରଜିଏଚ, ଶିଶୁଭବନ ଓ କଟକରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା ପ୍ରତିଷ୍ଠାନରେ ଟେଲି ମେଡିସିନ୍ ପରାମର୍ଶ ଉପଲବ୍ଧ ହେଉଛି। ଆବଶ୍ୟକ ହେଲେ ଏହି ସେବା ପାଇଁ ନିମ୍ନ ପ୍ରଦତ୍ତ ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details