ଓଡିଶା

odisha

ETV Bharat / city

ତିନିରୁ ଚାରି ବର୍ଷ ମଧ୍ୟରେ ଶେଷ ହେବ ତାଳଚେର ସାରା କାରଖାନା କାମ - ତାଳଚେର ସାରା କାରଖାନା

ତିନିରୁ ଚାରି ବର୍ଷ ମଧ୍ୟରେ ସରିବ ତାଳଚେର ସାରା କାରଖାନା କାମ । ଏହା ହେବ ଭାରତର ବଡ ସାର କାରଖାନା। ଅଧିକ ପଢନ୍ତୁ

ତିନିରୁ ଚାରି ବର୍ଷ ମଧ୍ୟରେ ଶେଷ ହେବ ତାଳଚେର ସାରା କାରଖାନା କାମ
ତିନିରୁ ଚାରି ବର୍ଷ ମଧ୍ୟରେ ଶେଷ ହେବ ତାଳଚେର ସାରା କାରଖାନା କାମ

By

Published : Jan 1, 2022, 6:56 AM IST

ଭୁବନେଶ୍ବର : ତିନିରୁ ଚାରି ବର୍ଷ ମଧ୍ୟରେ ସରିବ ତାଳଚେର ସାରା କାରଖାନା କାମ । ଏହା ଏକ ବଡ ଧରଣର ପ୍ରୋଜେକ୍ଟ ରହିଛି। ଏହା 15 ହଜାର କୋଟି ଟଙ୍କାର ପ୍ରୋଜେକ୍ଟ। ଏହା ହେବ ଭାରତର ବଡ ସାର କାରଖାନା। ଏଥିରେ ବିଦେଶରୁ ଟେକ୍ନୋଲୋଜି ଆସୁଛି। ଯାହା ଏହି କାରଖାନାରେ ବ୍ୟବହାର କରାଯିବ।

ତିନିରୁ ଚାରି ବର୍ଷ ମଧ୍ୟରେ ଶେଷ ହେବ ତାଳଚେର ସାରା କାରଖାନା କାମ

ଏହା ହେବ ଭାରତର ସବୁଠାରୁ ବଡ ସାରା କାରଖାନା ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। ତାଳଚେର ଫାର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ ଏହି ପ୍ରୋଜେକ୍ଟ କାମ କରୁଛି। ଓଡିଶା ସବୁଠାରୁ ଅଧିକ ଆଇରନ ଓ ଇସ୍ପାତ ପ୍ରସ୍ତୁତ କରି ରାଜ୍ୟ। ତାଳଚେର ଫାର୍ଟିଲାଇଜର କମ୍ପ୍ଲେକ୍ସ କୋଇଲାରୁ ଗ୍ୟାସ ଏବଂ ଗ୍ୟାସ ରୁ ସାର ଭାରତ ବର୍ଷର ସବୁଠାରୁ ବଡ କାରଖାନା ହେବାକୁ ଯାଉଛି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details