ଓଡିଶା

odisha

ETV Bharat / city

ରାଜ୍ୟ ସୂଚନା ଆୟୋଗରେ ପଦବୀ ପୂରଣ ନହେବା ମାମଲା: ଓଡିଶା ସମେତ 8 ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ - Supreme Court issued notices to Centre

ରାଜ୍ୟ ସୂଚନା ଆୟୋଗ ଓ କେନ୍ଦ୍ର ସୂଚନା ଆୟୋଗରେ ଖାଲି ପଦବୀ ପୂରଣ ନ ହେବା ମାମଲା । କେନ୍ଦ୍ର ସମେତ ଓଡିଶା ଓ ଅନ୍ୟ 7ଟି ରାଜ୍ୟକୁ ସୁପ୍ରିମ୍‌ କୋର୍ଟଙ୍କ ରିପୋର୍ଟ ତଲବ ।

ଫାଇଲ ଫଟୋ

By

Published : Nov 6, 2019, 12:39 PM IST

ନୂଆଦିଲ୍ଲୀ: ରାଜ୍ୟ ସୂଚନା ଆୟୋଗ(ଏସଆଇସି) ଓ କେନ୍ଦ୍ର ସୂଚନା ଆୟୋଗ(ସିଆଇସି)ରେ ଖାଲି ପଦବୀ ପୂରଣ ନ ହେବା ମାମଲା । କେନ୍ଦ୍ର ସମେତ ଓଡିଶା ଓ ଅନ୍ୟ 7ଟି ରାଜ୍ୟକୁ ସୁପ୍ରିମ୍‌ କୋର୍ଟଙ୍କ ରିପୋର୍ଟ ତଲବ ।

4 ସପ୍ତାହ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ କେନ୍ଦ୍ରସରକାରଙ୍କ ସମେତ ଓଡିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଗୁଜୁରାଟ, କେରଳ ଓ କର୍ଣ୍ଣାଟକକୁ ମଧ୍ୟ ନୋଟିସ ଦେଇଛନ୍ତି ସୁପ୍ରିମ କୋର୍ଟ ।

ABOUT THE AUTHOR

...view details