ଭୁବନେଶ୍ବର: ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍ ପାରିତ । 327 କୋଟି 39 ଲକ୍ଷ 25 ହଜାର ଟଙ୍କାକୁ ମଞ୍ଜୁରି ।
ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍ ପାରିତ
ସମବାୟ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହୋଇଛି । ଅଧିକ ପଢନ୍ତୁ...
ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍ ପାରିତ
ସମବାୟ ବିଭାଗର ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହୋଇଛି । ସାଧାରଣ ବଜେଟରେ 1135 କୋଟି ଟଙ୍କା ବିଭାଗକୁ ଆବଣ୍ଟନ କରାଯାଇଥିଲା । ବିଶେଷ କରି ରାସନ କାର୍ଡ, ଡିଜିଟାଇଜେସନ, ସ୍ବୟଂ କ୍ରିୟ ସୁଲଭ ଦୋକାନ ପାଇଁ ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ 107 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ