ଓଡିଶା

odisha

By

Published : Nov 23, 2021, 7:40 PM IST

ETV Bharat / city

ମନ୍ତ୍ରୀ ପରିଷଦ ବୈଠକ, 19.380 କୋଟିର ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ

୧୯,୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ପୂର୍ବରୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ । ଅଧିକ ପଢ଼ନ୍ତୁ

naveen pattnaik
Council OF Ministers Meeting: ଆଗତ ହେବ ୧୯,୩୮୦ କୋଟି ଟଙ୍କା ଅତିରିକ୍ତ ବଜେଟ

ଭୁବନେଶ୍ବର: ଶେଷ ହେଲା ମନ୍ତ୍ରୀ ପରିଷଦ (Council OF Ministers) ବୈଠକ । 19.380 କୋଟିର ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ । ଆସନ୍ତା ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନରେ ଆଗତ ହେବ ୧୯,୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀଙ୍କ (CM Naveen Patnaik) ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳିଛି ।

ଅତିରିକ୍ତ ବଜେଟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆବଶ୍ୟକ ଥିବା ଅଧିକ ପାଣ୍ଠିରେ ବିନିଯୋଗ ହେବ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details