ଓଡିଶା

odisha

ETV Bharat / city

ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି

ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି। କୋଭିଡ 19 ଟେଷ୍ଟ ପାଇଁ ଭୁବନେଶ୍ବରର ସମ ହସ୍ପିଟାଲକୁ ଅନୁମତି ଦିଆଯାଇଛି। ଅଧିକ ପଢନ୍ତୁ...

By

Published : May 12, 2020, 8:50 PM IST

covid 19 testing
ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି

ଭୁବନେଶ୍ବର: ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି। କୋଭିଡ 19 ଟେଷ୍ଟ ପାଇଁ ଭୁବନେଶ୍ବରର ସମ ହସ୍ପିଟାଲକୁ ଅନୁମତି ଦିଆଯାଇଛି। ପୂର୍ବରୁ ରାଜ୍ୟରେ 8ଟି ହସ୍ପିଟାଲରେ ଟେଷ୍ଟିଂ କରାଯାଉଥିବାବେଳେ ଏବେ ସମ୍‌କୁ ଏହି ଅନୁମତି ମିଳିଛି ।

ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି

ବର୍ତ୍ତମାନ ରାଜ୍ୟରେ 9ଟି ହସ୍ପିଟାଲରେ ହେବ କୋରୋନା ଟେଷ୍ଟ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଭୁବନେଶ୍ବରରେ ପୂର୍ବରୁ ଏମ୍ସ, ଆପୋଲୋ, ଆରଏମଆରସିରେ ଏହି ଟେଷ୍ଟ କରାଯାଉଥିବାବେଳେ ବର୍ତ୍ତମାନ ସମ୍‌ ହସ୍ପିଟାଲ ଏଥିରେ ଯୋଡି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details