ଭୁବନେଶ୍ବର:ରାତି ପାହିଲେ ଭାଲେଣ୍ଟାଇନ୍ ଡେ’ । ପ୍ରେମର ଏହି ମଧୁର ପର୍ବକୁ ପାଳନ କରିବେ ପ୍ରେମୀଯୁଗଳ ।
ବାଲୁକାକଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା - ବାଲୁକା କଳାରେ ପ୍ରେମ ଦିବସ ଶୁଭେଚ୍ଛା
ବାଲୁକାକଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...
![ବାଲୁକାକଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା ବାଲୁକା କଳାରେ ଆଇ ଲଭ ମାଇଁ ଇଣ୍ଡିଆ ଲେଖି ପ୍ରେମ ଦିବସର ଶୁଭେଚ୍ଛା](https://etvbharatimages.akamaized.net/etvbharat/prod-images/768-512-10617174-thumbnail-3x2-sand.jpg)
ବାଲୁକା କଳାରେ ଆଇ ଲଭ ମାଇଁ ଇଣ୍ଡିଆ ଲେଖି ପ୍ରେମ ଦିବସର ଶୁଭେଚ୍ଛା
ଇତିମଧ୍ୟରେ ଦେଶ ପ୍ରତି ଥିବା ପ୍ରେମକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ