ଭୁବନେଶ୍ବର: ଭର୍ଚ୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ର ଛାତ୍ରୀ। ଆଜି 75 ତମ ସ୍ବାଧୀନତା ଦିବସ ଅବସରରେ ଭର୍ଚ୍ଚୁଆଲରେ ଏହି ଦିବସକୁ ଛାତ୍ର ଛାତ୍ରୀ ପାଳନ କରିଛନ୍ତି । କୋରୋନା ମହାମାରୀ ପାଇଁ କଟକଣା କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ସ୍ବାଧୀନତା ଦିବସ ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି। ଅନେକ ସ୍କୁଲ ଭର୍ଚ୍ଚୁଆଲ ମାଧ୍ୟମରେ ଏହି ଦିବସକୁ ପାଳନ କରିଛନ୍ତି।
ଭର୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ, ନାହିଁ ସେଉବୁନ୍ଦିଆର ମଜା - Students celebrate Independence Day
ଭର୍ଚ୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ। ଆଜି 75 ତମ ସ୍ବାଧୀନତା ଦିବସ ଅବସରରେ ଭର୍ଚ୍ଚୁଆଲରେ ଏହି ଦିବସକୁ ଛାତ୍ରଛାତ୍ରୀ ପାଳନ କରିଛନ୍ତି । ଅଧିକ ପଢନ୍ତୁ...
![ଭର୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ, ନାହିଁ ସେଉବୁନ୍ଦିଆର ମଜା ଭର୍ଚ୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ର ଛାତ୍ରୀ](https://etvbharatimages.akamaized.net/etvbharat/prod-images/768-512-12779513-thumbnail-3x2-bbsr.jpg)
ଭର୍ଚ୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ର ଛାତ୍ରୀ
ଭର୍ଚ୍ଚୁଆଲରେ ସ୍ବାଧୀନତା ଦିବସ ପାଳିଲେ ଛାତ୍ର ଛାତ୍ରୀ
ପୂର୍ବରୁ ଏହି ଦିନମାନଙ୍କରେ ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟାତ୍ରୀ ଓ ସାଙ୍ଗମାନଙ୍କ ସହ ମିଶି ପାଳନ କରାଯାଉଥିଲା। କିନ୍ତୁ କୋରୋନା ପାଇଁ ଏବେ ଘରେ ରହିବାକୁ ପଡୁଛି । ତେବେ କୋରୋନା ପାଇଁ ସବୁ କିଛି ମିସ୍ କରୁଥିବା କହିଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ