ଭୁବନେଶ୍ବର: ଟ୍ଯୁସନ ଯିବାବେଳେ ଡ୍ରେନରେ ପଡି ୧୪ ବର୍ଷର ଛାତ୍ର ନିଖୋଜ ଘଟଣା । ଗଣ୍ଡମୁଣ୍ଡା ଆଟିଇଆର ନିକଟରେ ଆରମ୍ଭ ହେଲା ସର୍ଚ୍ଚ ଅପରେସନ। ଅଗ୍ନିଶମ ବିଭାଗର ଏକ ଟିମ ନିଖୋଜ ଛାତ୍ରକୁ ଖୋଜିବାକୁ ଆରମ୍ଭ କରିଛନ୍ତି ସର୍ଚ୍ଚ ଅପରେସନ।
କୁଆଡେ ଭସାଇନେଲା ଡ୍ରେନ ପାଣି, ଖୋଜିବା ପାଇଁ ବାହାରିଲେ ଅଗ୍ନିଶମ ଟିମ - ଡ୍ରେନରେ ପଡି ଛାତ୍ର ନିଖୋଜ ଘଟଣା
ଟ୍ଯୁସନ ଯିବାବେଳେ ଡ୍ରେନରେ ପଡି ୧୪ ବର୍ଷର ଛାତ୍ର ନିଖୋଜ ଘଟଣା । ଗଣ୍ଡମୁଣ୍ଡା ଆଟିଇଆର ନିକଟରେ ଆରମ୍ଭ ହେଲା ସର୍ଚ୍ଚ ଅପରେସନ। ଅଗ୍ନିଶମ ବିଭାଗର ଏକ ଟିମ ନିଖୋଜ ଛାତ୍ରକୁ ଖୋଜିବାକୁ ଆରମ୍ଭ କରିଛନ୍ତି ସର୍ଚ୍ଚ ଅପରେସନ। ଅଧିକ ପଢନ୍ତୁ...
କୁଆଡେ ଭସାଇନେଲା ଡ୍ରେନ ପାଣି, ଖୋଜିବା ପାଇଁ ବାହାରିଲେ ଅଗ୍ନିଶମ ଟିମ୍
କୁଆଡେ ଭସାଇନେଲା ଡ୍ରେନ ପାଣି, ଖୋଜିବା ପାଇଁ ବାହାରିଲେ ଅଗ୍ନିଶମ ଟିମ
ଏନେଇ ସମସ୍ତ ପ୍ରକାର ସୁରକ୍ଷାର ସହ ସୋଭାଗ୍ୟ ନଗରରୁ ଆସିଥିବା ଡ୍ରେନକୁ ମୁଖ୍ୟ ଡ୍ରେନରେ ସଂଯୋଗ କରୁଥିବା ସ୍ଥାନରେ ଆଜି ଦ୍ବିତୀୟ ଦିନରେ ଖୋଜା ଆରମ୍ଭ ହୋଇଛି। ରବିବାର ସୋଭାଗ୍ୟ ନଗରର ଲେନ ୭ରୁ ଆଇଟିଆର ପଛ ପଟ ପର୍ଯ୍ୟନ୍ତ ରାତିତମାମ ଖୋଜା ଚାଲିଥିଲା। ତେବେ ନିଖୋଜ ଛାତ୍ରକୁ ଖୋଜିବା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ଏଏଫଓ ସୁଶାନ୍ତ ଵିଶ୍ବାଳ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Sep 20, 2021, 10:03 AM IST