ଭୁବନେଶ୍ବର:ବିଜୁ ଛାତ୍ର ଜନତା ଦଳରୁ ବହିଷ୍କୃତ ହେଲେ ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟ । ବହିଷ୍କୃତ କଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ।
BCJDରୁ ବହିଷ୍କୃତ ହେଲେ ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟ - ବିଜୁ ଛାତ୍ର ଜନତା ଦଳରୁ ବହିଷ୍କୃତ ହେଲେ ରାଜ୍ୟ ସମ୍ପାଦକ
ବିଜୁ ଛାତ୍ର ଜନତା ଦଳରୁ ବହିଷ୍କୃତ ହେଲେ ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟ । ବହିଷ୍କୃତ କଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଅଧିକ ପଢନ୍ତୁ

BCJD
ବଜୁ ଛାତ୍ର ଜନତା ଦଳ ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଆଗାମୀ ଦିନରେ ଦଳ ପ୍ରତି ଯେଉଁ କର୍ମକର୍ତ୍ତା ଅବହେଳିତ ମନୋଭାବ କିମ୍ବା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆସିବ ସେହି ପରିପ୍ରେକ୍ଷୀରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେବୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ