ଭୁବନେଶ୍ବର:ରାଜ୍ୟରେ ଲଗାତାର ବଢ଼ୁଥିବା କୋଭିଡ଼ି ପରିସଂଖ୍ୟାନ ସରକାରଙ୍କ ଚିନ୍ତା ବଢାଇଛି । ଆଗକୁ ରାଜ୍ୟରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଘରୋଇ ସଂସ୍ଥାଠୁ ଖାଲି ସିଲିଣ୍ଡର ଆଣିବାକୁ ଯୋଜନା ଆରମ୍ଭ ।
କୋରୋନା ମହାମାରୀ ସମୟରେ, ମେଡିକାଲ ଅମ୍ଳଜାନ ସିଲିଣ୍ଡରର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ବଜାୟ ରଖିବା ପାଇଁ ସରକାର ବେସରକାରୀ ସଂସ୍ଥାଗୁଡ଼ିକରୁ ଖାଲି ମେଡିକାଲ ଅମ୍ଳଜାନ ସିଲିଣ୍ଡର ଭଡାରେ ଆଣିବେ । ଏନେଇ ଦର ଧାର୍ଯ୍ୟ କରାଯାଇଛି ।