ଓଡିଶା

odisha

By

Published : Jul 7, 2021, 9:17 PM IST

Updated : Jul 8, 2021, 6:46 AM IST

ETV Bharat / city

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ । ଅଧିକ ପଢ଼ନ୍ତୁ...

state cabinet meeting, cabinet meeting tomorrow, council of ministers meeting, ବସିବ ମନ୍ତ୍ରୀ ପରିଷଦ ବୈଠକ,  ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି (ଗୁରୁବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ସନ୍ଧ୍ୟା 5ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟ ବୈଠକ ପରେ ସନ୍ଧ୍ୟା 7ଟା ରେ ବସିବ ମନ୍ତ୍ରୀ ପରିଷଦ ବୈଠକ । 8ଟି ପ୍ରସ୍ତାବ ଉପରେ ବାଜି ପାରେ ମୋହର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2021, 6:46 AM IST

ABOUT THE AUTHOR

...view details