ଓଡିଶା

odisha

ETV Bharat / city

ଆଜି କ୍ୟାବିନେଟ ବୈଠକ, ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିପାରେ ରାଜ୍ୟ ସଙ୍ଗୀତ ମାନ୍ୟତା - ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ କନଫରେନ୍ସି ଜରିଆରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅପରାହ୍ନ 1ଟା 30 ମିନିଟରେ ବସିବ । ଅଧିକ ପଢନ୍ତୁ..

ଆଜି କ୍ୟାବିନେଟ ବୈଠକ, ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିପାରେ ରାଜ୍ୟ ସଙ୍ଗୀତ ମାନ୍ୟତା
ଆଜି କ୍ୟାବିନେଟ ବୈଠକ, ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିପାରେ ରାଜ୍ୟ ସଙ୍ଗୀତ ମାନ୍ୟତା

By

Published : Jun 6, 2020, 11:53 PM IST

Updated : Jun 7, 2020, 11:03 AM IST

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ କନଫରେନ୍ସି ଜରିଆରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅପରାହ୍ନ 1ଟା 30 ମିନିଟରେ ବସିବ ।

କ୍ୟାବିନେଟ ବୈଠକରେ ସଂସ୍କୃତି ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବ । ବିଭାଗ ପକ୍ଷରୁ ଦିଆଯାଇଥିବା ମୋଟ 6ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ ଦିଗରେ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିବ । ଏହାସହ ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇପାରେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 7, 2020, 11:03 AM IST

ABOUT THE AUTHOR

...view details