ଓଡିଶା

odisha

ETV Bharat / city

ସରକାରୀ ଶିକ୍ଷକ ନିର୍ବାଚନ ପ୍ରଚାରରେ ସାମିଲ: ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ BJPର ଅଭିଯୋଗ - ରାଜ୍ୟ ନିର୍ବାଚନ କମିଶନ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହ ଦୁଇ ଜଣ ସରକାରୀ ଶିକ୍ଷକ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି । ଅଧିକ ପଢନ୍ତୁ

state bjp team meet state election commission
ସରକାରୀ ଶିକ୍ଷକ ନିର୍ବାଚନ ପ୍ରଚାରରେ ସାମିଲ: ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ବିଜେପିର ଅଭିଯୋଗ

By

Published : Feb 4, 2022, 10:19 PM IST

ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହ ଦୁଇ ଜଣ ସରକାରୀ ଶିକ୍ଷକ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି BJP। ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ସେହିପରି କୋରେଇ ବିଜେଡି ବ୍ଲକ ସଭାନେତ୍ରୀ ଟଙ୍କା ବାଣ୍ଟୁଥିବା ସହ ଫୋନ ପେ ନମ୍ବର ନେଉଥିବା ନେଇ ଅଭିଯୋଗ କରିଛି ବିଜେପି ।

ସରକାରୀ ଶିକ୍ଷକ ନିର୍ବାଚନ ପ୍ରଚାରରେ ସାମିଲ: ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ବିଜେପିର ଅଭିଯୋଗ

ଉଭୟ ଘଟଣାରେ ଭିଡିଓ କ୍ଲିପ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ତେବେ ପଞ୍ଚାୟତ ନିର୍ବାଚନ ବେଳେ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details