ଭୁବନେଶ୍ବର : ବିଜେପି ଏଥର 500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବାକୁ ଯାଉଛି । ବିଜେଡ଼ିର ବିକଳ୍ପ ହିସାବରେ ଅଜସ୍ର ଭୋଟ ଲୋକ ବିଜେପିକୁ ଦେଇଛନ୍ତି । କାରଣ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବିରୋଧରେ ତୃଣମୂଳ ସ୍ତରରେ ବ୍ୟାପକ ଜନ ଅସନ୍ତୋଷ ରହିଛି ।
ଏହାବି ପଢନ୍ତୁ :Russia-Ukraine War: ଭାରତୀୟଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, କଣ୍ଟ୍ରୋଲ ରୁମ୍ ଗଠନ