ଭୁବନେଶ୍ବର:ରାଜଧାନୀରେ ଫଳଦୋକାନୀକୁ ଆକ୍ରମଣ। ଫଳ ଦାମ ଅଧିକ କହିବାରୁ ଦୋକାନୀକୁ ଛୁରାମାଡ । ସେଓ କିଲୋ ୨୦୦ କହିବାରୁ ରାଗିଗଲେ ଗ୍ରାହକ । ଫଳର ରାଗିଯାଇ ଦୋକାନୀକୁ ଆକ୍ରମଣ । ଏଭଳି ଘଟଣା ଘଟିଛି ଭରତପୁର ଥାନା କଳିଙ୍ଗବିହାର ଛକ ନିକଟରେ ।
ଘାଟିକିଆର କିଛି ଯୁବକ ଫଳ ନେବାକୁ ଦୋକାନରେ ପହଞ୍ଚି ଥିଲେ । ପରେ ଦୋକାନୀକୁ ଫଳର ଦାମ ପଚାରି ବୁଝିଥିଲେ । ଏନେଇ ଦୋକାନୀ ଜଣକ କିଲୋ ପିଛା ୨୦୦ଲେଖା କହିବାରୁ ଗ୍ରାହାକ ବିଗିଡି ଯାଇଥିଲେ । ଫଳ କିଲୋ ପିଛା ୧୦୦ଟଙ୍କା ବିକ୍ରି ହେଉଥିବା କହି କିଲେ ଦେବାକୁ କହିଥିଲେ । ହେଲେ ଦୋକାନୀ ଏ ଅଲଗା ସେଓ ଯେଉଁ ସେଓ ୧୦୦ଲେଖା ସେ ଅଲଗା ବୋଲି କହିଥିଲେ । ହେଲେ ଫଳ ଦୋକାନୀ ଅଧିକ ରେଟ ନେଉଥିବା କହି ଯୁକ୍ତିତର୍କ କରିଥିଲେ ଗ୍ରାହାକ । ପରେ ଦୋକାନୀ ବିଭିନ୍ନ ଭେରାଇଟର ଫଳ ଅଛି ସେନେଇ ଦାମ ବି ଅଲଗା ରହିଛି । ତେବେ ସେଓକୁ କିଲୋ ପିଛା ଦାମ ଅଧିକ ଘାଟିକିଆର କିଛି ଯୁବକ ଫଳ ନେବାକୁ ଦୋକାନରେ ପହଂଚିଥିଲେ । ପରେ ଦୋକାନିକୁ ରେଟ ପଚରିଥିଲେ । ଏନେଇ ଦୋକାନି ଜଣକ କିଲୋ ପିଛା ୨୦୦ଲେଖା କହିବାରୁ ଗ୍ରାହାକ ବିଗିଡିଯାଇଥିଲେ । ଫଳ କିଲୋ ପିଛା ୧୦୦ଟଙ୍କା ବିକ୍ରି ହେଉଥିବା କହି କିଲେ ଦେବାକୁ କହିଥିଲେ । ହେଲେ ଦୋକାନି ଏ ଅଲଗା ସେଓ ଯେଉ ସେଓ ୧୦୦ଲେଖା ସେ ଅଲଗା ବୋଲି କହିଥିଲେ । ହେଲେ ଫଳ ଦୋକାନି ଅଧିକ ରେଟ ନେଉଥିବା କହି ଯୁକ୍ତିତର୍କ କରିଥିଲେ । ପରେ ଦୋକାନି ବିଭିନ୍ନ ଭେରାଇଟର ଫଳ ଅଛି ଦାମୀ ସେଓକୁ କିଲୋ ପିଛା ଦାମ ଅଧିକ ବୋଲି କିଛି ସମୟଧରି ଯୁକ୍ତି ତର୍କ ପରେ ଗଣ୍ଡଗୋଳ ହୋଇଥିଲା । ଘର ପାଖରେ ଉଞ୍ଚାରେଟ ନେଉଥିବା କହି ଦୋକାନୀକୁ ଗୋଡେଇ ଗୋଡେଇ ମାରିଥିଲେ ଛୁରୀ ।