ଭୁବନେଶ୍ବର: ରାଜ୍ୟର ଦୁଇ ପ୍ରମୁଖ ବାଣିଜ୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁର ଓ ଭୁବନେଶ୍ବରରେ ଥିବା ସୁନା ଦୋକାନୀଙ୍କ ହେବ ଯାଞ୍ଚ। ଅଧିକାଶଂ ସୁନା ଦୋକାନୀ ଲୋକଙ୍କୁ ଠକୁଥିବା ଘଟଣା ସାମ୍ନାକୁ ଆସିବାରୁ ସୁନା ଦୋକାନ ଉପରେ ଚଢାଉ କରିବାକୁ ବାଚସ୍ପତି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ସୁନା ଦୋକାନର ଓଜନ ମାପ ପରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ସୁନା ଦୋକାନୀ ଓଜନ ମାପରେ କରୁଥିବା ହେରଫେର ଘଟଣାରେ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ।