ଭୁବନେଶ୍ବର: ଚପଲ ଫିଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ଫୁଟେଜର ଯାଞ୍ଚ କରାଯାଉଛି। ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।
ଚପଲ ପିଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି - ବାଚସ୍ପତିଙ୍କ ଉପରକୁ ଚପଲ ପିଙ୍ଗା ଘଟଣା
ଚପଲ ଫିଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ...

ଚପଲ ପିଙ୍ଗା ଘଟଣାରେ ପ୍ରତିକ୍ରିୟାଚପଲ ପିଙ୍ଗା ଘଟଣାରେ ପ୍ରତିକ୍ରିଚପଲ ପିଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ୟା ରଖିଲେ ବାଚସ୍ପତି ରଖିଲେ ବାଚସ୍ପତି
ଚପଲ ପିଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି
ସେପଟେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜୟନାରାୟଣ ମିଶ୍ର ଓ ବିଷ୍ଣୁ ଚରଣ ସେଠୀ ଚପଲ ଫୋପାଡ଼ିଛନ୍ତି ଏବଂ ମୋହନ ମାଝୀ ଡଷ୍ଟବିନ୍ ଫୋଫାଡିଛନ୍ତି । କେବଳ ପ୍ରଚାର ପ୍ରସାର ପାଇଁ ଏଭଳି କରିଛନ୍ତି । ତେବେ ଏହା ଏକ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ