ଓଡିଶା

odisha

By

Published : Sep 25, 2020, 4:51 PM IST

Updated : Sep 25, 2020, 6:00 PM IST

ETV Bharat / city

ରହିବନି ପ୍ରଶ୍ନକାଳ, ଆସିବେନି ବରିଷ୍ଠ ବିଧାୟକ

ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ପ୍ରତିକ୍ରିୟା । ବିଧି ଅନୁସାରେ ଗୃହ କାର୍ଯ୍ୟ ଚାଲିବ। ପ୍ରଶ୍ନକାଳ ରହିବନି। ସେହି ସମୟରେ କଣ ହେବ ଗୃହରେ ହି ନିଷ୍ପତି ହେବ। ୨୯ ତାରିଖ ଦିନ ୧୧ ଟା ରୁ ଅଧିବେଶନ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ...

ରହିବନି ପ୍ରଶ୍ନକାଳ, ଆସିବେନି ବରିଷ୍ଠ ବିଧାୟକ
ରହିବନି ପ୍ରଶ୍ନକାଳ, ଆସିବେନି ବରିଷ୍ଠ ବିଧାୟକ

ଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ପ୍ରତିକ୍ରିୟା । ବିଧି ଅନୁସାରେ ଗୃହ କାର୍ଯ୍ୟ ଚାଲିବ। ପ୍ରଶ୍ନକାଳ ରହିବନି। ସେହି ସମୟରେ କଣ ହେବ ଗୃହରେ ହି ନିଷ୍ପତି ହେବ। ୨୯ ତାରିଖ ଦିନ ୧୧ ଟା ରୁ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମର୍ଦ୍ଧାରେ ଶୋକ ପ୍ରସ୍ତାବ ପରିତ ହେବା ପରେ ଗୃହ ମୁଲତବୀ ହେବ।

ରହିବନି ପ୍ରଶ୍ନକାଳ, ଆସିବେନି ବରିଷ୍ଠ ବିଧାୟକ

ସେହିଦିନ ଅପରାହ୍ନ ୩ ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ୫ ଟାରେ ଶେଷ ହେବ। ଅନ୍ୟ ଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ ଟା ୩୦ ରୁ ଆରମ୍ଭ ହୋଇ ଦିନ ୧ ଟାଏ ଏବଂ ଦ୍ବିତୀୟର୍ଦ୍ଧ ଅପରାହ୍ନ ୩ଟା ରୁ ୫ ଟା ଯାଏ ଚାଲିବ ଗୃହ କାର୍ଯ୍ୟ। ପ୍ରଶ୍ନ କାଳ ରହିବ କି ନାହିଁ ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ। କାଲି ସକାଳ ୮ ଟାରୁ ଆରମ୍ଭ ହେବ କୋଭିଡ ପରୀକ୍ଷା। ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 25, 2020, 6:00 PM IST

ABOUT THE AUTHOR

...view details