ଓଡିଶା

odisha

By

Published : Dec 26, 2019, 5:30 AM IST

ETV Bharat / city

ତୋଷାଳି ମେଳାରେ ମନ କିଣିଲା ମହିଳାଙ୍କ ମାଟି କାରିଗରି କାରୁକାର୍ଯ୍ୟ

ଶୀତୁଆ ରାତିରେ ରାଜଧାନୀ ବାସୀ ତୋଷାଳି ମେଳାର ମଜା ନେଉଥିବା ବେଳେ ମହିଳାଙ୍କ ମାଟି କାରିଗରୀ କାରୁକାର୍ଯ୍ୟ ଏହାର ମୁଖ୍ୟ ଆକର୍ଷଣ ପାଲଟିଛି ।

soil-work-at-bbsr-toshali-fest
ତୋଷାଳି ମେଳାରେ ମହିଳାଙ୍କ ମାଟି କାରିଗରି ପ୍ରଦର୍ଶିତ

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚାଲିଛି ତୋଷାଳି ମେଳା । ସନ୍ଧ୍ୟା ହେଲେ ବଢୁଛି ଲୋକଙ୍କ ଭିଡ଼ । ଶୀତୁଆ ରାତିରେ ରାଜଧାନୀ ବାସୀ ତୋଷାଳି ମେଳାର ମଜା ନେଉଥିବା ବେଳେ ମହିଳାଙ୍କ ମାଟି କାରିଗରି କାରୁକାର୍ଯ୍ୟ ଏହାର ମୁଖ୍ୟ ଆକର୍ଷଣ ପାଲଟିଛି ।

ତୋଷାଳି ମେଳାରେ ମହିଳାଙ୍କ ମାଟି କାରିଗରି ପ୍ରଦର୍ଶିତ

ମାଟିରେ ବିଭିନ୍ନ ରକମର ମନଲୋଭା ଜିନିଷ ସବୁ ତିଆରି କରି ନିଜେ ସ୍ବାଭଲମ୍ବୀ ହେବାର ଆଶା ମଧ୍ୟ ବାନ୍ଧିଛନ୍ତି । ଆଉ ଏହି ହାତ ତିଆରି ମାଟି ଜିନିଷକୁ ଦେଖିଲେ ଦେଖଣାହାରୀର ମନ ମଧ୍ୟ ଲାଗିଯାଉଛି । ମାଟିର ଖେଳନା, ଜୀବଜନ୍ତୁ ସହ ମାଟିର ଅଳଙ୍କାର ମଧ୍ୟ ତିଆରି କରି ବିକ୍ରି କରୁଛନ୍ତି ଏମାନେ । ଅନ୍ୟପଟେ ମାଟିର ଅଳଙ୍କାର ଏବେ ମହିଳା ଗ୍ରାହକଙ୍କ ବେଶ ପସନ୍ଦ ବୋଲି ମଧ୍ୟ ଜଣାପଡିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details