ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ହେଉଛି ବନ୍ୟାସ୍ଥିତି । ଏହାର ମୁକାବିଲା ପାଇଁ ବନ୍ୟାଞ୍ଚଳ ଗସ୍ତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବନ୍ୟା ପରିଚାଳନା ପାଇଁ IAS ଅଧିକାରୀଙ୍କୁ ଦାୟିତ୍ବ - ବନ୍ୟାଞ୍ଚଳ ପରିଦର୍ଶନ ପାଇଁ 6 ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଲେ ମୁଖ୍ୟାମନ୍ତ୍ରୀ
ରାଜ୍ୟରେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ 6 ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
![ବନ୍ୟା ପରିଚାଳନା ପାଇଁ IAS ଅଧିକାରୀଙ୍କୁ ଦାୟିତ୍ବ ବନ୍ୟାସ୍ଥିତି ମୁକାବିଲା କରିବେ 6 ଆଇଏସ](https://etvbharatimages.akamaized.net/etvbharat/prod-images/768-512-8600537-thumbnail-3x2-cm.jpg)
ବନ୍ୟାସ୍ଥିତି ମୁକାବିଲା କରିବେ 6 ଆଇଏସ
ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଡ଼ି କେ ସିଂଙ୍କୁ କଟକ, ଭିସାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭିଭି ଯାଦବଙ୍କୁ ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି । ତେବେ ତୁରନ୍ତ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ
TAGGED:
Odihsa