ଓଡିଶା

odisha

ETV Bharat / city

ରାଜଧାନୀରେ ଶିଶିର ସରସ ମେଳା ଉଦଘାଟିତ - sisira sarasa mela inaugurated

ଆଜିଠୁ ଆରମ୍ଭ ଜାତୀୟସ୍ତରୀୟ ମେଳା ଶିଶିର ସରସ- 2020। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ମେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

sisira sarasa mela
ରାଜଧାନୀରେ ଶିଶିର ସରସ ମେଳା ଉଦଘାଟିତ

By

Published : Jan 4, 2020, 9:04 PM IST

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି ଶିଶିର ସରସ ମେଳା। ଏହାକୁ ଆନୁଷ୍ଠନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ମେଳା ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜଧାନୀରେ ଶିଶିର ସରସ ମେଳା ଉଦଘାଟିତ

ଏଥିରେ 25ଟି ରାଜ୍ୟ ସହ ଓଡିଶାର 30ଜିଲ୍ଲାରୁ କାରିଗର ଅଶଂଗ୍ରହଣ କରିଛନ୍ତି। ମେଳାରେ ମୋଟ 300 ଷ୍ଟଲ ପଡିଛି। ଉଦଘାଟନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବିଭାଗୀୟ ସଚିବ ଓ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହି ମେଳାରେ ବିଭିନ୍ନ ଘରକରଣା ସାମଗ୍ରୀ ସହ ହସ୍ତତନ୍ତ ଶିଳ୍ପର କାରିଗରୀ ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details