ଓଡିଶା

odisha

By

Published : May 22, 2022, 8:27 PM IST

ETV Bharat / city

ଏଭରେଷ୍ଟ ଆରୋହଣ କରି ଫେରିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ଭୁବନେଶ୍ବରରେ ପହଞ୍ଚିଲେ ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ଅଧିକ ପଢନ୍ତୁ

ଏଭେରେଷ୍ଟ ଆହୋରଣ କରି ଫେରିଲେ ସୁରଙ୍କ ପୁଅ ସିଦ୍ଧାର୍ଥ
ଏଭେରେଷ୍ଟ ଆହୋରଣ କରି ଫେରିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆହୋରଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ଏହି ସଫଳତା ପରେ ସେ ବେଶ ଖୁସି ହେବା ସହ ନିଜ ପରିବାର ଏବଂ ସମଗ୍ର ଓଡ଼ିଶାବାସୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।

ଏଭେରେଷ୍ଟ ଆହୋରଣ କରି ଫେରିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ଆଗକୁ ସେଭେନଥ ସମିଟ(Seventh Summit) ହାସଲ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସିଦ୍ଧାର୍ଥ । ଏହାସହ ପୁଅର ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବାଜା ବଜାଇ ପାଇକ ଦଳ ତାଙ୍କୁ ସ୍ବାଗତ କରିଛନ୍ତି । ମାଉସୀ ମା’ ମନ୍ଦିର ପାଖରେ ତାଙ୍କୁ ସ୍ବାଗତ କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details