ଭୁବନେଶ୍ବର:କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ୍। ବରମୁଣ୍ଡା, ନାକା ଗେଟ, ଷ୍ଟୁଡିଓ ଛକ, ନୟାପଲୀରେ ମଦ ଦୋକାନ ଉପରେ ବିଏମସିର ଚଢ଼ାଉ କରିଛି । ଚଢାଉ ବେଳେ ୩୭ ହଜାର ଫାଇନ ଆଦାୟ କରିଛି ବିଏମସି ।
କୋଭିଡ ନିୟମ ଉଲ୍ଲଙ୍ଘନ, ସିଲ ହେଲା ଦୋକାନ - ସିଲ ହେଲା ଦୋକାନ
କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ୍। ବରମୁଣ୍ଡା, ନାକା ଗେଟ, ଷ୍ଟୁଡିଓ ଛକ, ନୟାପଲୀରେ ମଦ ଦୋକାନ ଉପରେ ବିଏମସିର ଚଢ଼ାଉ କରିଛି । ଚଢାଉ ବେଳେ ୩୭ ହଜାର ଫାଇନ ଆଦାୟ କରିଛି ବିଏମସି। ଅଧିକ ପଢନ୍ତୁ...

ସିଲ ହେଲା ଦୋକାନ
ସେହିପରି ସେହିପରି ସିଟି ଓମେନ୍ସ କଲେଜ ରୋଡରେ ଥିବା ୧୦ ଟି ଦୋକାନ ସିଲ କରିଛି ବିଏମସି । ରେଣ୍ଟଲ କଲୋନୀ ପଟାଶ ଛକରେ ଆମିଷ ମାର୍କେଟରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ବିଏମସି ସାଉଥ ୱେଷ୍ଟ ଜୋନ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ କମିଶନରେଟ ପୋଲିସ ସାମିଲ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ