ସମ୍ବଲପୁର: ସମ୍ବଲପୁରରେ ସେକ୍ସ ରାକେଟ ଠାବ । ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧ ଓ ଧନକଉଡା ଅଞ୍ଚଳରୁ ଦୁଇଟି ଘରେ ସେକ୍ସ ରାକେଟ ଚାଲୁଥିବା ବେଳେ ଚଢାଉ କଲା ପୋଲିସ। ଚଢାଉ ବେଳେ 3 ଯୁବତୀ ଉଦ୍ଧାର ହୋଇଥିବା ବେଳେ 3 ଗ୍ରାହକ ଅଟକ ଥିବା ଜଣାପଡିଛି।
ସମ୍ବଲପୁରରେ ସେକ୍ସ ରାକେଟ ଠାବ, 3 ଯୁବତୀ ଉଦ୍ଧାର - ସମ୍ବଲପୁରରେ ସେକ୍ସ ରେକେଟ ଠାବ
ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧ ଓ ଧନକଉଡା ଅଞ୍ଚଳରୁ ଦୁଇଟି ଘରେ ସେକ୍ସ ରାକେଟ ଚାଲୁଥିବା ବେଳେ ଚଢାଉ କଲା ପୋଲିସ। ଚଢାଉ ବେଳେ 3 ଯୁବତୀ ଉଦ୍ଧାର ହୋଇଥିବା ବେଳେ 3 ଗ୍ରାହକ ଅଟକ ଥିବା ଜଣାପଡିଛି। ଅଧିକ ପଢନ୍ତୁ...

ସମ୍ବଲପୁରରେ ସେକ୍ସ ରେକେଟ ଠାବ
ଚଢାଉ ପରେ ଉଭୟ ଘର ମାଲିକ ଫେରାର୍ ଥିବାବେଳେ ପୋଲିସ ତାଙ୍କୁ ଧରିବା ନେଇ ଚଢାଉ ଜାରି ରଖିଛି | ସେପଟେ ୩ ଗ୍ରାହକଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ପୋଲିସ | ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ