ଭୁବନେଶ୍ବର: କିଡନୀ ଚୋରି ଅଭିଯୋଗ ପରେ କ୍ୟାମେରା ସାମ୍ନାକୁ ଆସିବାକୁ ଡରୁଛନ୍ତି କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ । ପ୍ରତିକ୍ରିୟା ଦେବା ତ ଦୂରର କଥା ଏନେଇ କିଛି କହିପାରିବୁ ନାହିଁ ବୋଲି ରୋକଠୋକ ମନା କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ତେବେ ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ କଅଁର ସାହି ବାସିନ୍ଦା ପ୍ରଦୀପ କଅଁର ନିଜ କିଡନୀ ଚୋରି ହୋଇଥିବାର ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ଭୁବନେଶ୍ବରର ପ୍ରତିଷ୍ଠିତ କଳିଙ୍ଗ ହସ୍ପିଟାଲ ନାଁରେ । ଏନେଇ ଆମେ ଗତକାଲି ଇଟିଭି ଭାରତରେ ଏହି ସମ୍ବନ୍ଧିତ ଖବର ପ୍ରସାରଣ ହୋଇଥିଲା।
ଅଧିକ ପଢନ୍ତୁ.ଚାଞ୍ଚଲ୍ୟ: ଆସିଥିଲେ ହାତ ଅପରେସନ୍ ପାଇଁ କାଢିନେଲେ କିଡନୀ